ରାଜଧାନୀରେ ଡେଣା ମେଲାଉଛି ଡେଙ୍ଗୁ !

ତିନି ମାସ ପୂର୍ବରୁ ବିଏମସି ରାସ୍ତା ପାର୍ଶ୍ୱରେ ଟାଇଲ ବସାଇବାକୁ ଖୋଳିଥିଲା। ସ୍ୱେରେଜ ଲାଇନର କାମ ପାଇଁ ମଧ୍ୟ ଖୋଳି ଦେଲା। ନିର୍ବାଚନ ସରିଲା, ସରକାର ଚାଲିଗଲା ଆଉ କାମ ଠପ ହୋଇଗଲା।

ରାଜଧାନୀରେ ଡେଣା ମେଲାଉଛି ଡେଙ୍ଗୁ !

ଡେଙ୍ଗୁ ମଶାଙ୍କ ଲାର୍ଭା ନଷ୍ଟ କରିବ କଣ ଓଲଟା ଏଭଳି ସ୍ଥିତି ସୃଷ୍ଟି କରୁଛି ଯେ, ମଶା ବଂଶ କମିବେ କଣ ବରଂ ବଢି ଚାଲିଛନ୍ତି। ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। ତିନି ମାସ ପୂର୍ବରୁ ବିଏମସି ରାସ୍ତା ପାର୍ଶ୍ୱରେ ଟାଇଲ ବସାଇବାକୁ ଖୋଳିଥିଲା। ସ୍ୱେରେଜ ଲାଇନର କାମ ପାଇଁ ମଧ୍ୟ ଖୋଳି ଦେଲା। ନିର୍ବାଚନ ସରିଲା, ସରକାର ଚାଲିଗଲା ଆଉ କାମ ଠପ ହୋଇଗଲା। ଫଳରେ ବର୍ଷା ପାଣି ଜମିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦିନ ଦ୍ୱିପ୍ରହରରେ ଭଣ ଭଣ ହେଉଛନ୍ତି ମଶା। ଦେଖନ୍ତୁ ପୂରା ରିପୋର୍ଟ ।