ବାବା କଳ୍ପେଶ୍ୱର ବାବାଙ୍କ ଥାଳ ଉଠା ସମ୍ପନ୍ନ

ସମ୍ବଲପୁର:ଆଜି ସ୍ଥାନୀୟ କୁଲୁଥକାନି ସ୍ଥିତ ବାବା କଳ୍ପେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣ ରେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ଉତ୍ସବ ପଡ଼ାର ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ସମ୍ପନ୍ନ ହୋଇଯାଇଛି, ଚଳିତ ବର୍ଷ କନ୍ୟା ପିତା ମାତା ଭାବରେ ଶ୍ରୀ ପ୍ରସନ୍ନ କୁମାର କଲତା ଓ ଶ୍ରୀମତୀ ସୁଷମା କଲତା, ସେହିପରି ବର ପକ୍ଷ ର ଦାୟିତ୍ଵ ନିର୍ବାହ କରିବେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଟାଲି ଓ ହିମାଦ୍ରି […] The post ବାବା କଳ୍ପେଶ୍ୱର ବାବାଙ୍କ ଥାଳ ଉଠା ସମ୍ପନ୍ନ appeared first on Odisha.News.

ବାବା କଳ୍ପେଶ୍ୱର ବାବାଙ୍କ  ଥାଳ ଉଠା ସମ୍ପନ୍ନ

ସମ୍ବଲପୁର:ଆଜି ସ୍ଥାନୀୟ କୁଲୁଥକାନି ସ୍ଥିତ ବାବା କଳ୍ପେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣ ରେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ଉତ୍ସବ ପଡ଼ାର ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ସମ୍ପନ୍ନ ହୋଇଯାଇଛି, ଚଳିତ ବର୍ଷ କନ୍ୟା ପିତା ମାତା ଭାବରେ ଶ୍ରୀ ପ୍ରସନ୍ନ କୁମାର କଲତା ଓ ଶ୍ରୀମତୀ ସୁଷମା କଲତା, ସେହିପରି ବର ପକ୍ଷ ର ଦାୟିତ୍ଵ ନିର୍ବାହ କରିବେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଟାଲି ଓ ହିମାଦ୍ରି ତନୟା ପଣ୍ଡା , ଅନ୍ୟ ମାନଙ୍କ ମଧ୍ୟରେ କମିଟି ର ସଭାପତି ବିକ୍ରମାଦିତ୍ୟ ସିଂହ ଦେଓ, ସଂପାଦକ ରବିନାରାୟଣ ପଣ୍ଡା ଉପଡେଷ୍ଟା ଉଦିତ ଚନ୍ଦ୍ର ପାଟ ଯୋଶୀ, ବିପିନ ଭୋଇ,ଜୟନ୍ତ କୁମାର ଦାସ , ଆଶୁତୋଷ କର, ଅକ୍ଷୟ କୁମାର ମହାରଣା, ଅରୂପ କୁମାର ସିଂହ ଦେଓ , ରଘୁ ମଣି ପ୍ରଧାନ , ସତିଆ ପ୍ରଧାନ, ରୁଦ୍ର ଦେବ ପ୍ରଧାନ, କୋଷାଧକ୍ଷ ଇନ୍ଦ୍ରମଣି ଦାସ , ସୁଖିଶ୍ୟାମ ନାୟକ ଆଇନ ପରାମର୍ଶ ଦାତା ଅରବିନ୍ଦ ନାୟକ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

The post ବାବା କଳ୍ପେଶ୍ୱର ବାବାଙ୍କ ଥାଳ ଉଠା ସମ୍ପନ୍ନ appeared first on Odisha.News.