ବାରବାଟୀ ଦିନିକିଆ ପାଇଁ ରବିବାରଠୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି, ଅପରାହ୍ନ ୪ଟାରୁ ହେବ ଉପଲବ୍ଧ

କଟକ ୧।୨: ବାରବାଟୀ ଦିନିକିଆ ପାଇଁ ରବିବାର ଠାରୁ ଅନଲାଇନ ଟିକେଟ୍ ବିକ୍ରି ହେବ । ରବିବାର ଅପରାହ୍ନ ୪ଟାରୁ ଅନଲାଇନ୍‌ରେ ମିଳିବ ଟିକେଟ୍ । District.inଓ୍ବେବସାଇଟ୍‌ରେ ବୁକ୍‌ କରିହେବ ଟିକେଟ୍ । Insider.inରେ ମଧ୍ୟ ବୁକ୍‌ କରିହେବ ଟିକେଟ୍ । Insider.inରେ କ୍ଲିକ୍ କଲେ District Appକୁ ରିଡାଇରେକ୍ଟ ହେବ, District Appରେ 'ବୁକ୍ ଟିକେଟ୍ ' ବଟନରେ କ୍ଲିକ୍ କଲେ ବୁକ୍ ହେବ ଟିକେଟ୍ । ଅନ୍‌ଲାଇନ୍‌ରେ ବିକ୍ରି ହେବ ୪ ହଜାର ଟିକେଟ୍ । You Can Read:ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ମାଓବାଦୀ, ଆତ୍ମସମର୍ପଣ କଲେ ୧୦ ଜଣ

ବାରବାଟୀ ଦିନିକିଆ ପାଇଁ ରବିବାରଠୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି, ଅପରାହ୍ନ ୪ଟାରୁ ହେବ ଉପଲବ୍ଧ

କଟକ ୧।୨: ବାରବାଟୀ ଦିନିକିଆ ପାଇଁ ରବିବାର ଠାରୁ ଅନଲାଇନ ଟିକେଟ୍ ବିକ୍ରି ହେବ । ରବିବାର ଅପରାହ୍ନ ୪ଟାରୁ ଅନଲାଇନ୍‌ରେ ମିଳିବ ଟିକେଟ୍ । District.inଓ୍ବେବସାଇଟ୍‌ରେ ବୁକ୍‌ କରିହେବ ଟିକେଟ୍ । Insider.inରେ ମଧ୍ୟ ବୁକ୍‌ କରିହେବ ଟିକେଟ୍ । Insider.inରେ କ୍ଲିକ୍ କଲେ District Appକୁ ରିଡାଇରେକ୍ଟ ହେବ, District Appରେ 'ବୁକ୍ ଟିକେଟ୍ ' ବଟନରେ କ୍ଲିକ୍ କଲେ ବୁକ୍ ହେବ ଟିକେଟ୍ । ଅନ୍‌ଲାଇନ୍‌ରେ ବିକ୍ରି ହେବ ୪ ହଜାର ଟିକେଟ୍ । 

You Can Read:

ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ମାଓବାଦୀ, ଆତ୍ମସମର୍ପଣ କଲେ ୧୦ ଜଣ