ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର
ମେକ୍ସିକୋ ସିଟି,୧୬।୨: ବିମାନରେ ବାରମ୍ବାର ଟଲଲେଟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରାଯାଇଛି। ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନରେ କ୍ରୁ ମେମ୍ବରମାନେ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ ତାଙ୍କୁ ବିମାନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି। ଏହି ଘଟଣାକୁ ମହିଳାଜଣକ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଓ୍ବେଷ୍ଟଜେଟ୍ ବିମାନ ବିରୋଧରେ ଅଭିଯୋଗ ଆଣିଛନ୍ତି। ମହିଳାଜଣକ ହେଲେ କାନାଡାର ସାମ୍ବାଦିକା ଜୋନା ଚିୟୁ। ସେ କହିଛନ୍ତି, ମେକ୍ସିକୋରୁ ଆସୁଥିବା ୱେଷ୍ଟଜେଟ ବିମାନରେ […] The post ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର appeared first on Dharitri Odia News.
ମେକ୍ସିକୋ ସିଟି,୧୬।୨: ବିମାନରେ ବାରମ୍ବାର ଟଲଲେଟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରାଯାଇଛି। ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନରେ କ୍ରୁ ମେମ୍ବରମାନେ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ ତାଙ୍କୁ ବିମାନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି।
ଏହି ଘଟଣାକୁ ମହିଳାଜଣକ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଓ୍ବେଷ୍ଟଜେଟ୍ ବିମାନ ବିରୋଧରେ ଅଭିଯୋଗ ଆଣିଛନ୍ତି। ମହିଳାଜଣକ ହେଲେ କାନାଡାର ସାମ୍ବାଦିକା ଜୋନା ଚିୟୁ। ସେ କହିଛନ୍ତି, ମେକ୍ସିକୋରୁ ଆସୁଥିବା ୱେଷ୍ଟଜେଟ ବିମାନରେ ବସିଥିଲି। ମୋର ପେଟ ବ୍ୟଥା ହେବାରୁ ମୋତେ ବାରମ୍ବାର ୱାଶରୁମକୁ ଯିବାକୁ ପଡିଲା। ହେଲେ ବିମାନର କ୍ରୁ ମେମ୍ବରମାନେ ରାଗିଯାଇ ମୋତେ ଅସଦାଚରଣ କରଥିଲେ। ଏଥିସହ ବିମାନରୁ ମୋତେ ଧକ୍କା ଦେଇ ବାହାର କରି ଦେଇଥିଲେ।
The post ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର appeared first on Dharitri Odia News.