ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି

ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍‌’ ସ୍ଲୋଗାନ ଫେଲ୍‌ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କୁ ମାତ୍ର ୩୩୭୬୬ ଭୋଟ ମିଳିଛି। ତଦନୁଯାୟୀ ମୋଦି ୧,୫୨,୫୧୩ ଖଣ୍ଡ ଭୋଟରେ […] The post ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି appeared first on Dharitri Odia News.

ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି

ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍‌’ ସ୍ଲୋଗାନ ଫେଲ୍‌ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କୁ ମାତ୍ର ୩୩୭୬୬ ଭୋଟ ମିଳିଛି। ତଦନୁଯାୟୀ ମୋଦି ୧,୫୨,୫୧୩ ଖଣ୍ଡ ଭୋଟରେ ବିଜେତା ହୋଇଛନ୍ତି।

The post ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି appeared first on Dharitri Odia News.