ବାର୍ ଗର୍ଲ ରଖିବା ପଡ଼ିଲା ମହଙ୍ଗା, ରାତି ତମାମ ଚଢ଼ାଉ ପରେ ସିଲ୍ ହେଲା ପେଣ୍ଟାଗନ୍ ବାର୍
ଭୁବନେଶ୍ବର ୧୦।୧୧: ବାର୍ରେ ବାଜିଲା ଅବକାରୀ ବିଭାଗର ଛାଟ । ରାତି ତମାମ ରାଜଧାନୀର ସବୁ ବାର୍ରେ ଚାଲିଲା ଚଢ଼ାଉ । ଶେଷରେ ସିଲ୍ ହେଲା କଟକ ରୋଡ୍ରେ ଥିବା ପେଣ୍ଟାଗନ୍ ବାର୍ । ସିଲ୍ କଲେ ଭୁବନେଶ୍ୱର ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ।ତେବେ ଉକ୍ତ ବାର୍ଟି ପରଫରମାନ୍ସ ପାଇଁ ଲେଡ଼ି ପରଫର୍ମର ରଖିଥିବା ବେଳେ ଅବକାରୀ ବିଭାଗ ରେଡ୍ କରିଥିଲା । ବାର୍ରେ ଯୁବତୀଙ୍କ ପରଫରମାନ୍ସ ପୂର୍ବରୁ ରେଡ୍ କରିଥିଲା ଅବକାରୀ ବିଭାଗ । ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ ଅବକାରୀ ବିଭାଗ ଉକ୍ତ ବାର୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଆଗକୁ ମଧ୍ୟ ଚଢାଉ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି ।You Can Read:କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଂ-୨୦୨୫, ସମ୍ମାନଜନକ ସ୍ଥାନରେ "ସୋଆ'
ଭୁବନେଶ୍ବର ୧୦।୧୧: ବାର୍ରେ ବାଜିଲା ଅବକାରୀ ବିଭାଗର ଛାଟ । ରାତି ତମାମ ରାଜଧାନୀର ସବୁ ବାର୍ରେ ଚାଲିଲା ଚଢ଼ାଉ । ଶେଷରେ ସିଲ୍ ହେଲା କଟକ ରୋଡ୍ରେ ଥିବା ପେଣ୍ଟାଗନ୍ ବାର୍ । ସିଲ୍ କଲେ ଭୁବନେଶ୍ୱର ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ।
ତେବେ ଉକ୍ତ ବାର୍ଟି ପରଫରମାନ୍ସ ପାଇଁ ଲେଡ଼ି ପରଫର୍ମର ରଖିଥିବା ବେଳେ ଅବକାରୀ ବିଭାଗ ରେଡ୍ କରିଥିଲା । ବାର୍ରେ ଯୁବତୀଙ୍କ ପରଫରମାନ୍ସ ପୂର୍ବରୁ ରେଡ୍ କରିଥିଲା ଅବକାରୀ ବିଭାଗ । ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ ଅବକାରୀ ବିଭାଗ ଉକ୍ତ ବାର୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଆଗକୁ ମଧ୍ୟ ଚଢାଉ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି ।
You Can Read:
କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଂ-୨୦୨୫, ସମ୍ମାନଜନକ ସ୍ଥାନରେ "ସୋଆ'