ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ

ଭୁବନେଶ୍ୱର,୨୨।୬: ବାଲେଶ୍ୱରରେ ସ୍ଥିତି ସ୍ବାଭାବିକ ହେଉଛି। ଆଜିଠୁ ଲିଜ ଲାଇନ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ହେଲେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଅନ୍ୟପଟେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି।   The post ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ appeared first on Dharitri Odia News.

ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ

ଭୁବନେଶ୍ୱର,୨୨।୬: ବାଲେଶ୍ୱରରେ ସ୍ଥିତି ସ୍ବାଭାବିକ ହେଉଛି। ଆଜିଠୁ ଲିଜ ଲାଇନ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ହେଲେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ।

ଅନ୍ୟପଟେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି।

 

The post ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ appeared first on Dharitri Odia News.