ବାଲେଶ୍ୱରରେ ବନ୍ୟା ବିତ୍ପାତ, ହନ୍ତସନ୍ତ ହେଉଛନ୍ତି ଲୋକେ

ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି। ହନ୍ତସନ୍ତ ହେଉଛନ୍ତି ଲୋକେ। ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ୱର ଓ ସଦର ବ୍ଲକର ଶହ ଶହ ଗାଁ ଏବେ ଜଳବନ୍ଦୀ।

ବାଲେଶ୍ୱରରେ ବନ୍ୟା ବିତ୍ପାତ, ହନ୍ତସନ୍ତ ହେଉଛନ୍ତି ଲୋକେ

ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି। ହନ୍ତସନ୍ତ ହେଉଛନ୍ତି ଲୋକେ। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଦେଖନ୍ତୁ ବାଲିଆପାଳ ବ୍ଲକ୍‌ ତାଳୁପଦା ଗାଁର ଏ ଦୃଶ୍ୟ...