ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍
ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କଟକ ଜିଲା ନରସିଂହପୁର ଥାନା ଚତରାପଦା ଛକରେ ଘଟିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। The post ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍ appeared first on Dharitri Odia News.
ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କଟକ ଜିଲା ନରସିଂହପୁର ଥାନା ଚତରାପଦା ଛକରେ ଘଟିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍ appeared first on Dharitri Odia News.