ବାହାରେ ମଟନ ଝୋଳ, ଭିତରେ ଗୋ ମାଂସ !

ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ।

ବାହାରେ ମଟନ ଝୋଳ, ଭିତରେ ଗୋ ମାଂସ !
Array