ବାହ୍ୟ ଶକ୍ତି ଓ ଭିତର ଶକ୍ତି କିଏ?

ବିଜେଡିରେ ଲାଗି ରହିଥିବା ବିବାଦ ଭିତରେ ସାମ୍ନାକୁ ଆସିଲେ ବିଜେଡି ବିଧାୟକ ଅରୁଣ ସାହୁ। ବାହ୍ୟ ଶକ୍ତି ଓ ଭିତର ଶକ୍ତି କିଏ ବୋଲି ପ୍ରଶ୍ନ ଉଠାଇଲେ !

ବାହ୍ୟ ଶକ୍ତି ଓ ଭିତର ଶକ୍ତି କିଏ?
Array