ବାୟାପଡା ଘାଟିରେ ପୁଣି ଭୁସ୍ଖଳନ, ୧୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଥିଲି ୧୦।୯: ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍ଖଳନ । ଯୋଗାଯୋଗ ବିଚ୍ଛିନ୍ନ ହେଲା ୧୮ଟି ଗାଁ । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି । କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍ଖଳନ ହେବା ଯୋଗୁଁ ୧୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।You Can Read:ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ

ବାୟାପଡା ଘାଟିରେ ପୁଣି ଭୁସ୍ଖଳନ, ୧୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଥିଲି ୧୦।୯: ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍ଖଳନ । ଯୋଗାଯୋଗ ବିଚ୍ଛିନ୍ନ ହେଲା ୧୮ଟି ଗାଁ । 

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି । କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍ଖଳନ ହେବା ଯୋଗୁଁ ୧୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

You Can Read:

ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ