ବି.ଆର୍. ଆମ୍ବେଡକରଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଏନ୍ଏସି ଅଧ୍ୟକ୍ଷ
କେସିଙ୍ଗା,୧୪।୪: ସୋମବାର ବି ଆର୍ ଆମ୍ବେଡକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ। ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ସେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗଙ୍କ ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଡକର। ତାଙ୍କ ଜନ୍ମ ଜୟନ୍ତୀରେ କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଆମ୍ବେଡକର ଛକସ୍ଥିତ ତାଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହିତ ଶ୍ରଦ୍ଧାଞ୍ଜଳି […] The post ବି.ଆର୍. ଆମ୍ବେଡକରଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଏନ୍ଏସି ଅଧ୍ୟକ୍ଷ appeared first on Dharitri Odia News.
କେସିଙ୍ଗା,୧୪।୪: ସୋମବାର ବି ଆର୍ ଆମ୍ବେଡକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ। ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ସେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗଙ୍କ ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଡକର।
ତାଙ୍କ ଜନ୍ମ ଜୟନ୍ତୀରେ କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଆମ୍ବେଡକର ଛକସ୍ଥିତ ତାଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ସମୟରେ ସେ ଆମ୍ବେଡକରଙ୍କୁ ମନେ ପକାଇବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଶୁଭ ଅସରରେ ସହରବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି।
The post ବି.ଆର୍. ଆମ୍ବେଡକରଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଏନ୍ଏସି ଅଧ୍ୟକ୍ଷ appeared first on Dharitri Odia News.