ବିଏମ୍‌ସି ପାଣି ଟାଙ୍କି ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଭୁବନେଶ୍ବର ୧୭।୧୨: ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଲା ବିଏମ୍‌ସି ପାଣି ଟାଙ୍କି ଗାଡ଼ି । ଭୁବନେଶ୍ବର ପଳାସପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି । ବିଏମ୍‌ସି ପାଣି ଟାଙ୍କି ଗାଡ଼ିକୁ ଜବତ କଲା ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ କାର୍ଗିଲ ବସ୍ତି ଅଞ୍ଚଳର ଜଣେ ଶୁଖୁଆ ବେପାରୀ ହୋଇଥିବା ସୂଚନା ମିଳିଛି ।You Can Read:ପୂର୍ତ୍ତ ବିଭାଗ ପ୍ରକଳ୍ପର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଶୁଭାରମ୍ଭ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବିଏମ୍‌ସି  ପାଣି ଟାଙ୍କି ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଭୁବନେଶ୍ବର ୧୭।୧୨: ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଲା ବିଏମ୍‌ସି ପାଣି ଟାଙ୍କି ଗାଡ଼ି । ଭୁବନେଶ୍ବର ପଳାସପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି । ବିଏମ୍‌ସି ପାଣି ଟାଙ୍କି ଗାଡ଼ିକୁ ଜବତ କଲା ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ କାର୍ଗିଲ ବସ୍ତି ଅଞ୍ଚଳର ଜଣେ ଶୁଖୁଆ ବେପାରୀ ହୋଇଥିବା ସୂଚନା ମିଳିଛି ।

You Can Read:

ପୂର୍ତ୍ତ ବିଭାଗ ପ୍ରକଳ୍ପର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଶୁଭାରମ୍ଭ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ