ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି…

ଭୁବନେଶ୍ୱର,୧୨ା୬: ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହନ ବୁଲିବ। ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି ସଚେତନ କରିବ। The post ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି… appeared first on Dharitri Odia News.

ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି…

ଭୁବନେଶ୍ୱର,୧୨ା୬: ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହନ ବୁଲିବ। ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି ସଚେତନ କରିବ।

The post ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି… appeared first on Dharitri Odia News.