ବିଜେଡ଼ିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଅସୁସ୍ଥ

ଭୁବନେଶ୍ବର: ବିଜେଡ଼ିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତି ହେଉଛନ୍ତି ସୁଶାନ୍ତ। ପୂର୍ବରୁ ସେ ବରଗଡ଼ରେ ଚିକିତ୍ସିତ ହେଉଥିଲେ। ଭଟଲି ବିଧାସଭା ଆସନରୁ ସେ ଲଗାତାର ୩ ଥର ନିର୍ବାଚିତ ହୋଇଥିଲ। ୨୦୦୯ , ୨୦୧୪  ଓ ୨୦୧୯ ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲ। ଆସନ୍ତାକାଲି ସୁଶାନ୍ତଙ୍କୁ ଭେଟିବେ ନବୀନ ପଟ୍ଟନାୟକ।

2