ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍
ଭୁବନେଶ୍ୱର,୧୭।୮: ଭାଜପା ପରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ପ୍ରଶିକ୍ଷଣ ଦେବେ । ଏକ ଦିନ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ବିଜେଡି […] The post ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍ appeared first on Dharitri Odia News.
ଭୁବନେଶ୍ୱର,୧୭।୮: ଭାଜପା ପରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ।
ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ପ୍ରଶିକ୍ଷଣ ଦେବେ । ଏକ ଦିନ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି ।
The post ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍ appeared first on Dharitri Odia News.