ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ

କଳାହାଣ୍ଡି:୦୫/୦୪ ଓଡିଆ ଜାତି ତଥା ଓଡିଶା ର ସ୍ୱାଭିମାନ ଲୋକପ୍ରିୟ ମହାନ ଜନ ନାୟକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟରେ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ବିଜୁ ବାବୁ ଙ୍କ ଫୋଟୋଚିତ୍ର ରେ […] The post ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ appeared first on Odisha.News.

ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ

କଳାହାଣ୍ଡି:୦୫/୦୪
ଓଡିଆ ଜାତି ତଥା ଓଡିଶା ର ସ୍ୱାଭିମାନ ଲୋକପ୍ରିୟ ମହାନ ଜନ ନାୟକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟରେ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ବିଜୁ ବାବୁ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ମୃତି ଚାରଣ କରିବା ସହ ବିଜୁ ପଟ୍ଟନାୟକ ଙ୍କ ଓଡିଶା ରାଜ୍ୟ ପ୍ରତି ଅବଦାନ ଓ ବଳିଦାନ ବିଷୟରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ,ବରିଷ୍ଠ ନେତା ଜୟଲାଲ ନାଏକ, ମହେଶ ଗୁପ୍ତା,ଧବଳେଶ୍ବର ନାଗ, ହରେକୃଷ୍ଣ ନାଏକ, ପଞ୍ଚକ ପୋଢ଼,ରମେଶ ଦୁର୍ଗା,ଆଶୁତୋଷ ପୁରୋହିତ,ଶଶାଙ୍କ ପୁରୋହିତ,ପ୍ରମୋଦ କୁମାର ଦାସ, କ୍ଷୀରସିନ୍ଧୁ ହଂସ, ଗୁପ୍ତେଶ୍ଵର ବାଗ, ଚୌଧୁରୀ ଦୁର୍ଗା,ଭୁବନେଶ୍ବର ମାଝୀ , ହେମନ୍ତ ବାଣୁଆ,ଭୁବନାନନ୍ଦ ବାଗ, କେଦାର ଧଙ୍ଗଡା ମାଝୀ, ବିଶ୍ୱନାଥ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ଭିକ ମାଝୀ ,ନରେନ୍ଦ୍ର ଧଙ୍ଗଡା ମାଝୀ ସମେତ ୨୨ ପଞ୍ଚାୟତ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

The post ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ appeared first on Odisha.News.