ବିଜେଡି ଛାଡି କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ
ଭୁବନେଶ୍ବର ୧୧।୪: କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଲେ ଅସିତ । ନିକଟରେ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଥିଲେ । ଭଦ୍ରକର ଜଣେ ଟାଣୁଆ ନେତା ହେଉଛନ୍ତି ଅସିତ ପଟ୍ଟନାୟକ । ନିଜର ଶହ ଶହ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ସେ ସାମିଲ ହୋଇଛନ୍ତି । କଂଗ୍ରେସରେ ମିଶିବା ପରେ ଅସିତ ପଟ୍ଟନାୟକ କହିଛନ୍ତି, ବିଜୁ ଜନତା ଦଳ ଆଉ ସେ ଦଳ ହୋଇ ରହିନାହିଁ । ଆଗକୁ ଭଦ୍ରକରେ ତିନୋଟି ବିଧାନସଭା ଆସନ ଦଖଲ କରିବୁ । ମୋତେ କଂଗ୍ରେସ ଦଳରେ ସାମିଲ କରିଥିବାରୁ ଧନ୍ୟବାଦ । You Can Read :ବଦଳିପାରେ ଭଦ୍ରକ ରାଜନୈତିକ ସମୀକରଣ : ଗୋଟିଏ ସ୍ଥାନରେ ଏକାଠି ହେଲେ ବୁଲୁ ଓ ଲୁଲୁ
ଭୁବନେଶ୍ବର ୧୧।୪: କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଲେ ଅସିତ । ନିକଟରେ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଥିଲେ । ଭଦ୍ରକର ଜଣେ ଟାଣୁଆ ନେତା ହେଉଛନ୍ତି ଅସିତ ପଟ୍ଟନାୟକ । ନିଜର ଶହ ଶହ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ସେ ସାମିଲ ହୋଇଛନ୍ତି ।
କଂଗ୍ରେସରେ ମିଶିବା ପରେ ଅସିତ ପଟ୍ଟନାୟକ କହିଛନ୍ତି, ବିଜୁ ଜନତା ଦଳ ଆଉ ସେ ଦଳ ହୋଇ ରହିନାହିଁ । ଆଗକୁ ଭଦ୍ରକରେ ତିନୋଟି ବିଧାନସଭା ଆସନ ଦଖଲ କରିବୁ । ମୋତେ କଂଗ୍ରେସ ଦଳରେ ସାମିଲ କରିଥିବାରୁ ଧନ୍ୟବାଦ ।
You Can Read :
ବଦଳିପାରେ ଭଦ୍ରକ ରାଜନୈତିକ ସମୀକରଣ : ଗୋଟିଏ ସ୍ଥାନରେ ଏକାଠି ହେଲେ ବୁଲୁ ଓ ଲୁଲୁ