ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ

ଭୁବନେଶ୍ୱର,୫।୩: ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ। ଭୁବନେଶ୍ବରସ୍ଥ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ଓ ପ୍ରଭାରୀ ଅଜୟ କୁମାର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଏନଏସ୍ୟୁଆଇର ସଭାପତି ସୂର୍ଯ୍ୟକାନ୍ତ ବାରିକ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ଜିଲା କଂଗ୍ରେସ ସଭାପତି ବି.ଏନ. ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ବିଜେଡିରେ […] The post ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ appeared first on Dharitri Odia News.

ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ

ଭୁବନେଶ୍ୱର,୫।୩: ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ। ଭୁବନେଶ୍ବରସ୍ଥ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ଓ ପ୍ରଭାରୀ ଅଜୟ କୁମାର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଏନଏସ୍ୟୁଆଇର ସଭାପତି ସୂର୍ଯ୍ୟକାନ୍ତ ବାରିକ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବତନ ଜିଲା କଂଗ୍ରେସ ସଭାପତି ବି.ଏନ. ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ବିଜେଡିରେ ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନଥିଲା। ଯାହା ପାଇଁ ସେ ବିଜେଡି ଛାଡିଥିବା କୁହାଯାଉଛି।

The post ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ appeared first on Dharitri Odia News.