ବିଜେଡି ଛାଡିବେ କି ପ୍ରସନ୍ନ ଆଚାର୍ଯ୍ୟ? ପରୋକ୍ଷରେ ଦେଲେ ଏମିତି ଇସାରା

ଭୁବନେଶ୍ୱର ୩୦/୦୫: ବିଜେଡିରେ କଣ ଚାଲିଛି ? ସବୁ କିଛି ଠିକ୍ ଠାକ୍ ଚାଲିଛି କି ନାହିଁ ସେ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଜେଡି ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଗୋଟେ ଶରୀରରେ ସବୁବେଳେ କଣ ଅଲ ଇଜ ୱେଲ୍ ରୁହେ କି । ଯିଏ ସବୁ ବିଜେଡି ଛାଡ଼ୁଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ମୁଁ କାଲି ବିଜେଡି ଛାଡ଼ି ଦେବି ମୋତେ କିଏ ମନା କରିବ ନା ବାଧ୍ୟ କରି ପାରିବ କି? ବିଜେଡିର ସ୍ଥିତିକୁ ନେଇ କି ପରୋକ୍ଷରେ କିଛି ଇସାରା ଦେଇଛନ୍ତି ପ୍ରସନ୍ନ । ସେ ଡାଇରେକ୍ଟ ନକହିଲେ ବି ଇସାରେ କହିଛନ୍ତି ବହୁତ କିଛି । ଯାହା ଦଳରେ ଚାଲିଥିବା ଆଲୋଚନାକୁ ଦୁଇ ଗୁଣା ବଢାଇଦେଇଛି । 

ବିଜେଡି ଛାଡିବେ କି ପ୍ରସନ୍ନ ଆଚାର୍ଯ୍ୟ? ପରୋକ୍ଷରେ ଦେଲେ ଏମିତି ଇସାରା

ଭୁବନେଶ୍ୱର ୩୦/୦୫: ବିଜେଡିରେ କଣ ଚାଲିଛି ? ସବୁ କିଛି ଠିକ୍ ଠାକ୍ ଚାଲିଛି କି ନାହିଁ ସେ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଜେଡି ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଗୋଟେ ଶରୀରରେ ସବୁବେଳେ କଣ ଅଲ ଇଜ ୱେଲ୍ ରୁହେ କି । ଯିଏ ସବୁ ବିଜେଡି ଛାଡ଼ୁଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । 


ମୁଁ କାଲି ବିଜେଡି ଛାଡ଼ି ଦେବି ମୋତେ କିଏ ମନା କରିବ ନା ବାଧ୍ୟ କରି ପାରିବ କି? ବିଜେଡିର ସ୍ଥିତିକୁ ନେଇ କି ପରୋକ୍ଷରେ କିଛି ଇସାରା ଦେଇଛନ୍ତି ପ୍ରସନ୍ନ । ସେ ଡାଇରେକ୍ଟ ନକହିଲେ ବି ଇସାରେ କହିଛନ୍ତି ବହୁତ କିଛି । ଯାହା ଦଳରେ ଚାଲିଥିବା ଆଲୋଚନାକୁ ଦୁଇ ଗୁଣା ବଢାଇଦେଇଛି ।