ବିଜେଡି ଛାଡିଲେ ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି
କଳାହାଣ୍ଡି, ୨୭/୦୬-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ଉପସଭାପତି ଦାୟିତ୍ୱରେ ଥିବା ଦେବାଶିଷ ରଞ୍ଜନ ବିଶି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟନାୟକ ଓ ଦଳର ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହଦେଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଛନ୍ତି। ଶ୍ରୀ ବିଶିଙ୍କ ଇସ୍ତଫା […] The post ବିଜେଡି ଛାଡିଲେ ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି appeared first on Odisha.News.
କଳାହାଣ୍ଡି, ୨୭/୦୬-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ଉପସଭାପତି ଦାୟିତ୍ୱରେ ଥିବା ଦେବାଶିଷ ରଞ୍ଜନ ବିଶି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟନାୟକ ଓ ଦଳର ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହଦେଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଛନ୍ତି। ଶ୍ରୀ ବିଶିଙ୍କ ଇସ୍ତଫା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
The post ବିଜେଡି ଛାଡିଲେ ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି appeared first on Odisha.News.