ବିଜେଡି ଛାଡିଲେ ନୂଆପଡା ଜିଲା ଯୁବ ବିଜେଡି ସଭାପତି

ଭୁବନେଶ୍ୱର,୯।୪: ନୂଆପଡା ଜିଲା ବିଜୁ ଯୁବ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ୱକୁ ହରିଶ୍ଚନ୍ଦ୍ର ବିରୋଧ କରି ଆସୁଥିଲେ । ହେଲେ ବିଜେଡି ଢୋଲକିଆଙ୍କୁ ହିଁ ପୁଣି ଟିକେଟ୍‌ ଦେଇଛି। ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି। The post ବିଜେଡି ଛାଡିଲେ ନୂଆପଡା ଜିଲା ଯୁବ ବିଜେଡି ସଭାପତି appeared first on Dharitri Odia News.

ବିଜେଡି ଛାଡିଲେ ନୂଆପଡା ଜିଲା ଯୁବ ବିଜେଡି ସଭାପତି

ଭୁବନେଶ୍ୱର,୯।୪: ନୂଆପଡା ଜିଲା ବିଜୁ ଯୁବ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ୱକୁ ହରିଶ୍ଚନ୍ଦ୍ର ବିରୋଧ କରି ଆସୁଥିଲେ । ହେଲେ ବିଜେଡି ଢୋଲକିଆଙ୍କୁ ହିଁ ପୁଣି ଟିକେଟ୍‌ ଦେଇଛି। ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

The post ବିଜେଡି ଛାଡିଲେ ନୂଆପଡା ଜିଲା ଯୁବ ବିଜେଡି ସଭାପତି appeared first on Dharitri Odia News.