ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର
ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ ନେତୃତ୍ୱରେ ବହୁ ଯୁବ ନେତୃତ୍ୱ ଭାଜପାରେ ସାମିଲ ହେଉଥିବା ଦେଖାଯାଉଛି। ଏହି କ୍ରମରେ ଗୁରୁବାର ସୁଜିତ କୁମାରଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଉପସଭାପତି ଦେବେନ୍ଦ୍ର ରାହାସ ପୋଢ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭାଜପାରେ ସାମିଲ ହୋଇଛନ୍ତି। ଦେବେନ୍ଦ୍ର ୨୦୦୯ରୁ ମ ରାମପୁର, କର୍ଲାମୁଣ୍ଡା, ନର୍ଲା ଓ […] The post ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର appeared first on Dharitri Odia News.
ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ ନେତୃତ୍ୱରେ ବହୁ ଯୁବ ନେତୃତ୍ୱ ଭାଜପାରେ ସାମିଲ ହେଉଥିବା ଦେଖାଯାଉଛି। ଏହି କ୍ରମରେ ଗୁରୁବାର ସୁଜିତ କୁମାରଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଉପସଭାପତି ଦେବେନ୍ଦ୍ର ରାହାସ ପୋଢ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭାଜପାରେ ସାମିଲ ହୋଇଛନ୍ତି। ଦେବେନ୍ଦ୍ର ୨୦୦୯ରୁ ମ ରାମପୁର, କର୍ଲାମୁଣ୍ଡା, ନର୍ଲା ଓ କେସିଙ୍ଗା ବ୍ଲକର ଯୁବବର୍ଗଙ୍କୁ ନେଇ ସଙ୍ଗଠନ କାର୍ଯ୍ୟ କରିଆସୁଥିଲେ।
The post ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର appeared first on Dharitri Odia News.