ବିଜେଡି ପାଇଁ ଅସନ୍ତୁଷ୍ଟ ବରିଷ୍ଠ ଅଡୁଆ

ବଦଳୁଛି ସମୀକରଣ। ଟିକଟ୍ ନପାଇ ଦଳ ଛାଡିବା ନେତାଙ୍କ ସଂଖ୍ୟା ବଢୁଥିବା ବେଳେ ଦଳ ଭିତରେ ବି ରହିଛନ୍ତି ଅନେକ ଅସନ୍ତୁଷ୍ଟ। ଯେଉଁମାନେ କି ଶାସକ ଦଳ ପାଇଁ ଘାତକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।