ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ବିଜେଡି କାଉନସିଲର୍
#ବିଜେଡି_ପୌରାଧ୍ୟକ୍ଷାଙ୍କୁ_ହରାଇଲେ_ବିଜେଡି_କାଉନସିଲର୍ ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍। ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍। ଅନୁପସ୍ଥିତ ରହିଲେ ୬ କାଉନସିଲର।