'ବିଜେଡି ଭଲ ଭାବେ ଜାଣି ସାରିଲାଣି, ତାଙ୍କ ସ୍ଥିତି ଆଉ ନାହିଁ'
କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ପ୍ରକୃତ ଖେଳ।
କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ପ୍ରକୃତ ଖେଳ। ଗଡ଼ ସଜାଡ଼ିବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ଗତକାଲି ନୂଆଦିଲ୍ଲୀରୁ ଫେରିବା ପରେ ଭର୍ତ୍ତୃହରି ମହତାବ କହିଛନ୍ତି, ବିଜେଡି ଭଲ ଭାବେ ଜାଣି ସାରିଲାଣି, ତାଙ୍କ ସ୍ଥିତି ଆଉ ନାହିଁ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।