ବିଜେଡି-ଭାଜପା ପାର୍ଟନରଶିପ୍‌କୁ ସମାଲୋଚନା: ଗଞ୍ଜାମ ଜିଲା ସଦର ମହକୁମାରେ ଗର୍ଜିଲା କଂଗ୍ରେସ

ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ ): ରାଜ୍ୟରେ ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ଶନିବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ନେତା କହିଛନ୍ତି ଯେ, ଓଡ଼ିଶା ଜନସାଧାରଣଙ୍କ ଭୋଟ ପାଇଁ ନିର୍ବାଚିତ ହୋଇଥିବା ବିଜେଡି ଓଡ଼ିଆଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନ କ୍ଷୁଣ୍ଣ କରିଛି। ମୁଖ୍ୟ ବିରୋଧୀ ଦଳ ସହ ହାତ ମିଶାଇ ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ […] The post ବିଜେଡି-ଭାଜପା ପାର୍ଟନରଶିପ୍‌କୁ ସମାଲୋଚନା: ଗଞ୍ଜାମ ଜିଲା ସଦର ମହକୁମାରେ ଗର୍ଜିଲା କଂଗ୍ରେସ appeared first on Dharitri Odia News.

ବିଜେଡି-ଭାଜପା ପାର୍ଟନରଶିପ୍‌କୁ ସମାଲୋଚନା: ଗଞ୍ଜାମ ଜିଲା ସଦର ମହକୁମାରେ ଗର୍ଜିଲା କଂଗ୍ରେସ

ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ ): ରାଜ୍ୟରେ ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ଶନିବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ନେତା କହିଛନ୍ତି ଯେ,
ଓଡ଼ିଶା ଜନସାଧାରଣଙ୍କ ଭୋଟ ପାଇଁ ନିର୍ବାଚିତ ହୋଇଥିବା ବିଜେଡି ଓଡ଼ିଆଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନ କ୍ଷୁଣ୍ଣ କରିଛି। ମୁଖ୍ୟ ବିରୋଧୀ ଦଳ ସହ ହାତ ମିଶାଇ ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ସମର୍ଥନ କରିବା ରାଜ୍ୟରେ ବିଜେଡି ଓ ଭାଜପାର ପାର୍ଟନରଶିପ୍‌ ସରକାର ଚାଲିଥିବା ପ୍ରମାଣିତ କରୁଛି ।

The post ବିଜେଡି-ଭାଜପା ପାର୍ଟନରଶିପ୍‌କୁ ସମାଲୋଚନା: ଗଞ୍ଜାମ ଜିଲା ସଦର ମହକୁମାରେ ଗର୍ଜିଲା କଂଗ୍ରେସ appeared first on Dharitri Odia News.