ବିଜେଡି ସରକାରକୁ ଟାର୍ଗେଟ କଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ

'ଓଡ଼ିଶାରେ 'ମଦ' ର ବିକାଶ ହୋଇଛି ଏବଂ ଅଣ ଓଡ଼ିଆମାନଙ୍କର ବିକାଶ ହୋଇଛି'

ବିଜେଡି ସରକାରକୁ ଟାର୍ଗେଟ କଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ

ବିଜେଡି ସରକାରକୁ ଟାର୍ଗେଟ କଲେ ଭୁବନେଶ୍ବରର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ। ସେ କହିଛନ୍ତି, କଂଗ୍ରେସ ଅମଳରେ ହିଁ ବିକାଶ ହୋଇଥିଲା। 25 ବର୍ଷରେ କି ପ୍ରକାର ବିକାଶ କରିଛି ବିଜେଡି ସରକାର ? ଓଡ଼ିଶାରେ 'ମଦ' ର ବିକାଶ ହୋଇଛି ଏବଂ ଅଣ ଓଡ଼ିଆମାନଙ୍କର ବିକାଶ ହୋଇଛି । ଏମିତି କହି ବର୍ଷିଲେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ୟାସିର୍ ନୱାଜ। ଆମର ସ୍ବତନ୍ତ୍ର ସାକ୍ଷତକାର କାର୍ଯ୍ୟକ୍ରମରେ ୟାସିର୍ ଆହୁରି କହିଲେ, ଅଣ୍ଡା ଓ ଟମାଟୋ ମାଡ଼ ପଛର ରହସ୍ୟ । ଦେଖନ୍ତୁ ପୂରା ରିପୋର୍ଟ।