ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା
ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ମମତାଙ୍କ ପରବର୍ତ୍ତି ପଦକ୍ଷେପ କ’ଣ ରହିବ ତାକୁ ନେଇ ଉକ୍ରଣ୍ଠା ବଢୁଛି। The post ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା appeared first on Odisha.News.

ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ମମତାଙ୍କ ପରବର୍ତ୍ତି ପଦକ୍ଷେପ କ’ଣ ରହିବ ତାକୁ ନେଇ ଉକ୍ରଣ୍ଠା ବଢୁଛି।
The post ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା appeared first on Odisha.News.