ବିଜେଡିର ଘୋର କଳିକାଳ...ପାଣ୍ଡିଆନଙ୍କୁ ବରିଷ୍ଠଙ୍କ ଘନଘନ ଆକ୍ରମଣ|| BADAKHABAR TV
ବିଜେଡିର ଘୋର କଳିକାଳ । ପାଣ୍ଡିଆନଙ୍କୁ ବରିଷ୍ଠଙ୍କ ଘନଘନ ଆକ୍ରମଣ । ଯୁବନେତା ମଧ୍ୟ ଖୋଲିଲେଣି ମୁହଁ । ଆଗକୁ ସାଙ୍ଗଠନିକ ଓ କାର୍ଯ୍ୟକାରିଣୀ ପଦ ବଂଟନ । କିଛି ନେତା ନୀରବ ରହିବା ବେଳେ ଆଉ କିଛି ଏହା ହିଁ ସୁଯୋଗ ଭାବି ବିଷୋଦଗାର କରୁଛନ୍ତି ।