ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି ୧୨ ଜଣ ମହିଳା । ଘୋଷଣା ତାଲିକାରେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତ । ପୁଣି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବିଜେପୁରରୁ ରୀତା ସାହୁ ଓ ଟିଟିଲାଗଡ଼ରୁ ଲଢ଼ିବେ ଟୁକୁନି ସାହୁ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଟିକେଟ୍ ମିଳିଛି । ରାୟଗଡ଼ାରୁ ଅନସୂୟା ନାୟକ, ବସ୍ତାରୁ ସୁଭାସିନୀ ଜେନା, ଯାଜପୁରରୁ ସୁଜାତା ସାହୁ, ଉମରକୋଟରୁ ନବୀନା ନାୟକ, […] The post ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା appeared first on KNews Odisha.

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି ୧୨ ଜଣ ମହିଳା । ଘୋଷଣା ତାଲିକାରେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତ । ପୁଣି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବିଜେପୁରରୁ ରୀତା ସାହୁ ଓ ଟିଟିଲାଗଡ଼ରୁ ଲଢ଼ିବେ ଟୁକୁନି ସାହୁ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଟିକେଟ୍ ମିଳିଛି । ରାୟଗଡ଼ାରୁ ଅନସୂୟା ନାୟକ, ବସ୍ତାରୁ ସୁଭାସିନୀ ଜେନା, ଯାଜପୁରରୁ ସୁଜାତା ସାହୁ, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ , ଭବାନୀପାଟଣାରୁ ଲଳିତା ନାୟକ, ସୋରଡ଼ା ସଂଘମିତ୍ରା ସ୍ବାଇଁଙ୍କ ନାଁ ଘୋଷଣା ହୋଇଛି ।

The post ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା appeared first on KNews Odisha.