ବିଜେଡିର ମହିଳା ସମାବେଶ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡିର ବିରାଟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାମ ମନ୍ଦିରରୁ ୨୦୦୦ରୁ ଉର୍ଦ୍ଧ ମହିଳା ମାନଙ୍କ ବିରାଟ ପଟୁଆର ବାହାରିସହର ପରିକ୍ରମା କରି ହରିଭବନ ନିକଟ ସମାବେଶ ସ୍ଥଳରେ ପହଂଚି ଥିଲେ। ଆୟୋଜିତ ବିରାଟ ଐତିହାସିକ ମହିଳା ସମାବେଶରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ୬୫ଟି ଗ୍ରାମପଞ୍ଚାୟତ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳର ଉପସ୍ଥିତ ମହିଳାମାନଙ୍କ ହୁଳୁହୁଳି, କରତାଳିରେ କମ୍ପି ଉଠିଥିଲା ସଭାସ୍ଥଳ।