ବିଜେଡିରେ ଫାଟ: କିଏ କାହା ସହ କରିଥିଲେ ଡିଲ୍ ?

ରାଜ୍ୟସଭାରେ ୱାକଫ ବିଲ ସମର୍ଥନ ପଛରେ ଡିଲ କରିଛନ୍ତି ମାନସ ମଙ୍ଗରାଜ । ମଙ୍ଗରାଜଙ୍କ ବିରୁଦ୍ଧରେ ଏଭଳି ସାଂଘତିକ ଅଭିଯୋଗ ଆଣିଛନ୍ତି ଛାତ୍ର ଜନତା ଦଳର ସମ୍ପାଦକ ନୀଳମାଧବ ମହାନ୍ତି ।

ବିଜେଡିରେ ଫାଟ: କିଏ କାହା ସହ କରିଥିଲେ ଡିଲ୍ ?
Array