ବିଜେଡିରେ ମିଶିଲେ ସୁକାନ୍ତ ନାୟକ, ସମର୍ଥକଙ୍କ ସହ ହେଲେ ଘର ବାହୁଡ଼ା
ଭୁବନେଶ୍ୱର ୩୧।୦୩ : ସୁକାନ୍ତ ନାୟକଙ୍କ ଘର ବାହୁଡ଼ା । ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ଏହି ମିଶ୍ରଣ ପର୍ବରେ ବିଜେଡିର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। । ୨୦୧୪ ମସିହାରେ ବିଜେଡିରେ ଜିତିଥିବା ବେଳେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନମାଳିନ୍ୟ କାରଣରୁ ସେ ଦଳ ଛାଡିଥିଲେ। ଏବେ ପୁଣି ସେ ବିଜେଡିକୁ ଫେରିିଛନ୍ତି। ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଥିବା ବେଳେ ୧୫୭୭ ଖଣ୍ଡ ଭୋଟ ପଛରେ ରହିଥିଲେ। ଯଦି ସୁକାନ୍ତ ଟିକେଟ ପାଆନ୍ତି ତାହେଲେ ସନ୍ତୋଷ ଘର ବାହୁଡ଼ି ବିଜେପିରେ ଯୋଗ ଦେଇପାରନ୍ତି।
ଭୁବନେଶ୍ୱର ୩୧।୦୩ : ସୁକାନ୍ତ ନାୟକଙ୍କ ଘର ବାହୁଡ଼ା । ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ଏହି ମିଶ୍ରଣ ପର୍ବରେ ବିଜେଡିର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।
ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। । ୨୦୧୪ ମସିହାରେ ବିଜେଡିରେ ଜିତିଥିବା ବେଳେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନମାଳିନ୍ୟ କାରଣରୁ ସେ ଦଳ ଛାଡିଥିଲେ। ଏବେ ପୁଣି ସେ ବିଜେଡିକୁ ଫେରିିଛନ୍ତି। ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଥିବା ବେଳେ ୧୫୭୭ ଖଣ୍ଡ ଭୋଟ ପଛରେ ରହିଥିଲେ। ଯଦି ସୁକାନ୍ତ ଟିକେଟ ପାଆନ୍ତି ତାହେଲେ ସନ୍ତୋଷ ଘର ବାହୁଡ଼ି ବିଜେପିରେ ଯୋଗ ଦେଇପାରନ୍ତି।