ବିଜେପି କର୍ମୀଙ୍କ ବାପାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା
ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି।