ବିଜେପି ବିରୋଧରେ ବଢ଼ିଲା ଅନାସ୍ଥା ଚର୍ଚ୍ଚା; କଂଗ୍ରେସ ସହ ହାତ ମେଳାଇବ ବିଜେଡି ?

ପ୍ରଥମେ ଏ ସମ୍ପର୍କରେ ବିଜେଡି ଉପସଭାପତି ଦେବୀ ମିଶ୍ର ମୁହଁ ଖୋଲିଥିବାବେ ଏବେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଦଳର ଆଭିମୁଖ୍ୟ କଣ ରହିବ ସେନେଇ ଦଳର ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

ବିଜେପି ବିରୋଧରେ ବଢ଼ିଲା ଅନାସ୍ଥା ଚର୍ଚ୍ଚା; କଂଗ୍ରେସ ସହ ହାତ ମେଳାଇବ ବିଜେଡି ?
Array