'ବିଜେପି ସରକାରକୁ ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ'

'ଚିଟଫଣ୍ଡ ସହ ସଂପୃକ୍ତ ବିଜେଡି ନେତାଙ୍କୁ ଜେଲ୍‌ରେ ପୂରାଯିବ'

'ବିଜେପି ସରକାରକୁ ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ'

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। କହିଲେ, ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ। ଚିଟଫଣ୍ଡ ସହ ସଂପୃକ୍ତ ବିଜେଡି ନେତାଙ୍କୁ ଜେଲ୍‌ରେ ପୂରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।