ବିଜେପିରୁ ଇସ୍ତଫା ଦେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ
ବାରିପଦା ୫।୪: ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ । ଦଳର ମୋରଡା ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ ସାଂସଦ ଚୟନକୁ ନାପସନ୍ଦ କରି ସେ ଏହି ଇସ୍ତଫା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୨୮ ବର୍ଷ ଦଳ ସହ କାର୍ଯ୍ୟ କରିଥିବା ବେଳେ ଏଥର ମୋରଡାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ଛୋଟେଲାଲ୍ ।You Can Read :ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ
ବାରିପଦା ୫।୪: ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ । ଦଳର ମୋରଡା ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ ସାଂସଦ ଚୟନକୁ ନାପସନ୍ଦ କରି ସେ ଏହି ଇସ୍ତଫା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୨୮ ବର୍ଷ ଦଳ ସହ କାର୍ଯ୍ୟ କରିଥିବା ବେଳେ ଏଥର ମୋରଡାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ଛୋଟେଲାଲ୍ ।
You Can Read :
ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ