ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ
ଭୁବନେଶ୍ବର ୧୫।୩: ବିଜେପିରେ ମିଶିଲେ ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକ ମାନଙ୍କ ସହ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ ଦୀପ୍ତି ରଞ୍ଜନ ମହାରଣା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଜେପିରେ ଯୋଗ ଦେଇଛନ୍ତି ।You Can Read :ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ, ଦୁର୍ଘଟଣାରେ ହୋଇଛନ୍ତି ଗୁରୁତର
ଭୁବନେଶ୍ବର ୧୫।୩: ବିଜେପିରେ ମିଶିଲେ ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକ ମାନଙ୍କ ସହ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ ଦୀପ୍ତି ରଞ୍ଜନ ମହାରଣା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଜେପିରେ ଯୋଗ ଦେଇଛନ୍ତି ।
You Can Read :
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ, ଦୁର୍ଘଟଣାରେ ହୋଇଛନ୍ତି ଗୁରୁତର