ବିଜେପିରେ ଯୋଗଦେଲେ ନାଲ୍କୋର ପୂର୍ବତନ ସିଏମ୍ଡି ଡକ୍ଟର ତପନ ଚାନ୍ଦ
ଭୁବନେଶ୍ବର ୬।୩: ପଦ୍ମ ଧରିଲେ ତପନ ଚାନ୍ଦ । ବିଜେପିରେ ଯୋଗଦେଲେ ନାଲ୍କୋର ପୂର୍ବତନ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା । ଡକ୍ଟର ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ଛାତ୍ରଜୀବନରେ ଜଡ଼ିତ ଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । You Can Read : wp:embed {"url":"https://www.prameyanews7.com/collision-between-bus-and-hyva-near-bhogara-chhak-of-cuttack-district/","type":"wp-embed","providerNameSlug":"prameya-news-7"} https://www.prameyanews7.com/collision-between-bus-and-hyva-near-bhogara-chhak-of-cuttack-district/ /wp:embed
ଭୁବନେଶ୍ବର ୬।୩: ପଦ୍ମ ଧରିଲେ ତପନ ଚାନ୍ଦ । ବିଜେପିରେ ଯୋଗଦେଲେ ନାଲ୍କୋର ପୂର୍ବତନ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।
ଡକ୍ଟର ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ଛାତ୍ରଜୀବନରେ ଜଡ଼ିତ ଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।
You Can Read :
wp:embed {"url":"https://www.prameyanews7.com/collision-between-bus-and-hyva-near-bhogara-chhak-of-cuttack-district/","type":"wp-embed","providerNameSlug":"prameya-news-7"}