୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE, ଏହି ତାରିଖରୁ ଆରମ୍ଭ ହେବ EXAM

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ୧୦ମ ଏବଂ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରିଛି । CBSE ୧୦ମ ଏବଂ ଦ୍ବାଦଶ ପରୀକ୍ଷା ୨୦୨୫ ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ୧୦ମ ପରୀକ୍ଷା ମାର୍ଚ୍ଚ ୧୮ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବ। ତେବେ ପ୍ରଥମ ଥର ସିବଏସଇ ତରଫରୁ ପରୀକ୍ଷା ତାରିଖ ପରୀକ୍ଷା ଆରମ୍ଭ ହେବାର ୮୬ ଦିନ ପୂର୍ବରୁ ଘୋଷଣା କରିଛି।  