ବିଜେପିରେ ଯୋଗଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ବର ୬।୧୧: ପଦ୍ମ ଧରିଲେ ସୁନନ୍ଦା ଦାସ । ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ । ଗତ କିଛି ଦିନ ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ସୁନନ୍ଦା ।You Can Read:ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ଚାଲିଥିଲା ସବୁକିଛି, ନବୀନ ବାବୁଙ୍କୁ ହରାଇବା ପାଇଁ ବଡ଼ ଚକ୍ରାନ୍ତ ଚାଲିଥିଲା : ବିଜେପି ସାଂସଦ

ବିଜେପିରେ ଯୋଗଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ବର ୬।୧୧: ପଦ୍ମ ଧରିଲେ ସୁନନ୍ଦା ଦାସ । ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ । ଗତ କିଛି ଦିନ ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ସୁନନ୍ଦା ।


You Can Read:

ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ଚାଲିଥିଲା ସବୁକିଛି, ନବୀନ ବାବୁଙ୍କୁ ହରାଇବା ପାଇଁ ବଡ଼ ଚକ୍ରାନ୍ତ ଚାଲିଥିଲା : ବିଜେପି ସାଂସଦ