ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ହ୍ୟୁଷ୍ଟନ,୧୯।୭: ବିଶ୍ୱ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ବାଳକ ଦଳ ଗ୍ରୁପ୍‌ ‘ଏଫ୍‌’ରେ ୩-୦ରେ କୁଏତକୁ ପରାସ୍ତ କରିଥିବା ବେଳେ ଜାତୀୟ ଚାମ୍ପିୟନ ଅନାହତ ସିଂଙ୍କ ନେତୃତ୍ୱରେ ବାଳିକା ଦଳ ଗ୍ରୁପ୍‌ ‘ଡି’ରେ ସମାନ ବ୍ୟବଧାନରେ ତାଇନିଜ ତାଇପେକୁ ହରାଇ ଦେଇଛି। ବାଳକ ଦଳ ଏହାର ପରବର୍ତ୍ତି ମ୍ୟାଚ ବ୍ରାଜିଲ ବିପକ୍ଷରେ ଖେଳିବାକୁ ଥିବା ବେଳେ ବାଳିକା ସହ ଏହାର ଦୁଇଟି […] The post ବିଜୟ ସହ ଭାରତର ଅଭିଯାନ ଆରମ୍ଭ appeared first on Dharitri Odia News.

ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ହ୍ୟୁଷ୍ଟନ,୧୯।୭: ବିଶ୍ୱ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି।

ବାଳକ ଦଳ ଗ୍ରୁପ୍‌ ‘ଏଫ୍‌’ରେ ୩-୦ରେ କୁଏତକୁ ପରାସ୍ତ କରିଥିବା ବେଳେ ଜାତୀୟ ଚାମ୍ପିୟନ ଅନାହତ ସିଂଙ୍କ ନେତୃତ୍ୱରେ ବାଳିକା ଦଳ ଗ୍ରୁପ୍‌ ‘ଡି’ରେ ସମାନ ବ୍ୟବଧାନରେ ତାଇନିଜ ତାଇପେକୁ ହରାଇ ଦେଇଛି। ବାଳକ ଦଳ ଏହାର ପରବର୍ତ୍ତି ମ୍ୟାଚ ବ୍ରାଜିଲ ବିପକ୍ଷରେ ଖେଳିବାକୁ ଥିବା ବେଳେ ବାଳିକା ସହ ଏହାର ଦୁଇଟି ମ୍ୟାଚ ବ୍ରାଜିଲ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।

The post ବିଜୟ ସହ ଭାରତର ଅଭିଯାନ ଆରମ୍ଭ appeared first on Dharitri Odia News.