ବିଜୟଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ରଶ୍ମିକା, ଭାଇରାଲ ହେଉଛି ଟ୍ବିଟ୍
ମୁମ୍ବାଇ: ସାଉଥ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ହିଟ୍ ହୋଇଥିବା ଆନିମଲରେ ତାଙ୍କର ଦମଦାର ଅଭିନୟ ହେଉ କି ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ଲଭ୍ ଲାଇଫକୁ ନେଇ ହେଉ। ପୂର୍ବରୁ କେବଳ ପ୍ରଶଂସକମାନେ ସେମାନଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା କରୁଥିଲେ । କିନ୍ତୁ କିଛି ଦିନ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସମସ୍ତ ବଡ ବ୍ୟକ୍ତିତ୍ୱ ଏହି କପଲଙ୍କ ବିଷୟରେ ଆଲୋଚନା କରୁଛନ୍ତି । ଖୋଲାଖୋଲି […] The post ବିଜୟଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ରଶ୍ମିକା, ଭାଇରାଲ ହେଉଛି ଟ୍ବିଟ୍ appeared first on Dharitri Odia News.
ମୁମ୍ବାଇ: ସାଉଥ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ହିଟ୍ ହୋଇଥିବା ଆନିମଲରେ ତାଙ୍କର ଦମଦାର ଅଭିନୟ ହେଉ କି ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ଲଭ୍ ଲାଇଫକୁ ନେଇ ହେଉ। ପୂର୍ବରୁ କେବଳ ପ୍ରଶଂସକମାନେ ସେମାନଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା କରୁଥିଲେ । କିନ୍ତୁ କିଛି ଦିନ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସମସ୍ତ ବଡ ବ୍ୟକ୍ତିତ୍ୱ ଏହି କପଲଙ୍କ ବିଷୟରେ ଆଲୋଚନା କରୁଛନ୍ତି । ଖୋଲାଖୋଲି ଭାବେ ରଶ୍ମିକାଙ୍କୁ ବିଜୟଙ୍କ ନାମରେ ଚିଡାଯାଉଛି । କିନ୍ତୁ ନିକଟରେ ରଶ୍ମିକା ନିଜେ ହିଁ ଏ ସମ୍ପର୍କରେ କନଫର୍ମ କରିଛନ୍ତି!
ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ସୂଚନା ଦେଇଛନ୍ତି। ତାଙ୍କର ଗୋଟିଏ ଟ୍ବିଟ ବର୍ତ୍ତମାନ ଭାଇରାଲ ହେଉଛି। ତାଙ୍କ ଫ୍ୟାନ ପେଜ୍ରେ ଶେୟାର
କରାଯାଇଥିବା ଟୁଇଟରେ ଲେଖାଯାଇଥିଲା କି ‘ଜଣେ ବ୍ୟକ୍ତି ରଶ୍ମିକାଙ୍କ ସ୍ବାମୀ ହେବା ପାଇଁ କେଉଁ ଗୁଣ ରହିବା ଉଚିତ। ସେ ଭାରତର ନ୍ୟାଶନାଲ କ୍ରସ ତେଣୁ ତାଙ୍କ ସ୍ବାମୀ ମଧ୍ୟ ସ୍ବତନ୍ତ୍ର ହେବା ଉଚିତ । ତାଙ୍କ ସ୍ବାମୀ ମଧ୍ୟ (Vijay Devarkonda-Varun Dhawan) ପରି ହେବା ଉଚିତ୍। ତେବେ ଏହି ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ରଶ୍ମିକା ମଧ୍ୟ ମଜାଦାର ଉତ୍ତର ଦେଇଥିଲେ ।
What qualities should one have to become #RashmikaMandanna‘s husband?
She is National Crush of India
Her husband must be special.Her husband should be like VD.
I mean Very DaringRead More