ବିଞ୍ଚାଲ ସଭା ବୈଠକରେ ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର,୩୦/୪(ପ୍ରଦୀପ୍ତ ଦାଶ):ପଦ୍ମପୁର ସୱଲାଖ ବିନ୍ଧ୍ୟଗିରି ବିଞ୍ଛାଳ ସମାଜ ତରଫରୁ ବୁଧବାର ପଦ୍ମପୁର ବ୍ଲକ ଖଇରପାଲି ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ପଦ୍ମପୁର ଉପଖଣ୍ଡ ପୂର୍ବତନ ଲାଟ ସଭାପତି ଛେଲିଆ ବରିହାଙ୍କ ପୁତ୍ର ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପ୍ରଥମେ ୨ମିନିଟ ନିରବ ପ୍ରାର୍ଥନା ପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଲାଟ ସଭାପତି ହୃଷିକେଶ ବରିହା,ପଦ୍ମପୁର ବ୍ଳକ ସଭାପତି କରୁଣାକର ବରିହା, ଝାରବନ୍ଧ ବ୍ଳକ ସଭାପତି ଜବହାରଲାଲ ସିଂ ବରିହା ପାଇକମାଲ ବ୍ଳକ ସଂପାଦକ ଦେବରାଜ […] The post ବିଞ୍ଚାଲ ସଭା ବୈଠକରେ ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି appeared first on Dharitri Odia News.

ବିଞ୍ଚାଲ ସଭା ବୈଠକରେ ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର,୩୦/୪(ପ୍ରଦୀପ୍ତ ଦାଶ):ପଦ୍ମପୁର ସୱଲାଖ ବିନ୍ଧ୍ୟଗିରି ବିଞ୍ଛାଳ ସମାଜ ତରଫରୁ ବୁଧବାର ପଦ୍ମପୁର ବ୍ଲକ ଖଇରପାଲି ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ପଦ୍ମପୁର ଉପଖଣ୍ଡ ପୂର୍ବତନ ଲାଟ ସଭାପତି ଛେଲିଆ ବରିହାଙ୍କ ପୁତ୍ର ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପ୍ରଥମେ ୨ମିନିଟ ନିରବ ପ୍ରାର୍ଥନା ପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଲାଟ ସଭାପତି ହୃଷିକେଶ ବରିହା,ପଦ୍ମପୁର ବ୍ଳକ ସଭାପତି କରୁଣାକର ବରିହା, ଝାରବନ୍ଧ ବ୍ଳକ ସଭାପତି ଜବହାରଲାଲ ସିଂ ବରିହା ପାଇକମାଲ ବ୍ଳକ ସଂପାଦକ ଦେବରାଜ ବରିହା ପଦ୍ମପୁର ଜୋନ ୩ର ସଭାପତି ପ୍ରେମାନନ୍ଦ ବରିହା ସର୍ବଭାରତୀୟ ବିଞ୍ଛାଳ ସମାଜ ସହ ସଂପାଦକ ନନ୍ଦଲାଲ ବରିହା ମାଝିପାଲି ପଞ୍ଛାୟତ ସଂପାଦକ ଝାଙ୍କରୁ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

The post ବିଞ୍ଚାଲ ସଭା ବୈଠକରେ ସୁଧାଂଶୁ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି appeared first on Dharitri Odia News.