ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ସୂଚନାନୁସାରେ, ଆମ୍ବପଳାସ ଗ୍ରାମର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ ମଧ୍ୟାହ୍ନ ସମୟରେ ରୋଷେଇ ହେଉଥିବା ବେଳେ ହଠାତ୍‌ ଗ୍ୟାସ୍‌ ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇ ଟାଙ୍କିଟି ବ୍ଲାଷ୍ଟ ହୋଇଥିଲା। ଫଳରେ ଘରର ଆଜବେଷ୍ଟସ୍‌ ଓ ଅନ୍ୟାନ୍ୟ ଆସବାବପତ୍ର ଉଡ଼ିଯାଇଥିଲାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। […] The post ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର appeared first on Dharitri Odia News.

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ।
ସୂଚନାନୁସାରେ, ଆମ୍ବପଳାସ ଗ୍ରାମର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ ମଧ୍ୟାହ୍ନ ସମୟରେ ରୋଷେଇ ହେଉଥିବା ବେଳେ ହଠାତ୍‌ ଗ୍ୟାସ୍‌ ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇ ଟାଙ୍କିଟି ବ୍ଲାଷ୍ଟ ହୋଇଥିଲା। ଫଳରେ ଘରର ଆଜବେଷ୍ଟସ୍‌ ଓ ଅନ୍ୟାନ୍ୟ ଆସବାବପତ୍ର ଉଡ଼ିଯାଇଥିଲାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଏଥିସହିତ ପଡ଼ୋଶୀମାନେ ମଧ୍ୟ ଏହି ଭୟଙ୍କର ଅଘଟଣରୁ ବର୍ତ୍ତି ଯାଇଛନ୍ତି।

The post ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର appeared first on Dharitri Odia News.