ବିଦେଶକୁ ରପ୍ତାନୀ ହେବ ଢେଙ୍କାନାଳ ଆମ୍ବ, ଏକ ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ବର ୨୪।୩: ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏନେଇ ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ୧୫ବର୍ଷ ପାଇଁ ହୋଇଛି ଏମଓୟୁ । ରାଜ୍ୟ ସରକାରଙ୍କର କୁଇନ ପାତ୍ର ଓ ପ୍ରଧାନ NGO ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳର ଆମ୍ବ ମିଠା ଆମ୍ବ । ତାର ଚାହିଦା ବିଦେଶରେ ରହିଥିବାରୁ ତାର ରପ୍ତାନୀ କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି  । ସେହିଭଳି  ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ସାମଗ୍ରୀ ରପ୍ତାନୀ ନେଇ ଦ୍ବିତୀୟ ଚୁକ୍ତି ହୋଇଛି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ । You Can Read:କଣ୍ଟିଲୋରେ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶବର ସମ୍ପ୍ରଦାୟଙ୍କ ମହାଯଜ୍ଞରେ ଦେଲେ ଯୋଗ

ବିଦେଶକୁ ରପ୍ତାନୀ ହେବ ଢେଙ୍କାନାଳ ଆମ୍ବ, ଏକ ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ବର ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏନେଇ ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ୧୫ବର୍ଷ ପାଇଁ ହୋଇଛି ଏମଓୟୁ । ରାଜ୍ୟ ସରକାରଙ୍କର କୁଇନ ପାତ୍ର ଓ ପ୍ରଧାନ NGO ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । 

ଢେଙ୍କାନାଳର ଆମ୍ବ ମିଠା ଆମ୍ବ । ତାର ଚାହିଦା ବିଦେଶରେ ରହିଥିବାରୁ ତାର ରପ୍ତାନୀ କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି  । ସେହିଭଳି  ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ସାମଗ୍ରୀ ରପ୍ତାନୀ ନେଇ ଦ୍ବିତୀୟ ଚୁକ୍ତି ହୋଇଛି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ । 

You Can Read:

କଣ୍ଟିଲୋରେ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶବର ସମ୍ପ୍ରଦାୟଙ୍କ ମହାଯଜ୍ଞରେ ଦେଲେ ଯୋଗ