ବିଦେଶରେ ଅଛି ଐଶ୍ଵର୍ଯ୍ୟାଙ୍କର କୋଟି ଟଙ୍କାର ସମ୍ପତ୍ତି, ଦୁବାଇରେ ଆଲିଶାନ ଘରର ମାଲିକାଣୀ ବଚ୍ଚନ ବୋହୂ !

ମୁମ୍ଵାଇ ୦୪।୦୪: ବଲିଉଡର ସୁନ୍ଦରୀ ତଥା ନୀଳ ନୟନା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ତାଙ୍କ ସୁନ୍ଦରତା ପାଇଁ ସଭିଏଁ ଦିୱାନା। ଅଭିନେତ୍ରୀଙ୍କ ରହିଛି ଅପାର ଧନ। ଏହା ବିଷୟରେ ସମସ୍ତେ ଅବଗତ ଅଛନ୍ତି । ବର୍ତ୍ତମାନ ଆମେ 'ବଚ୍ଚନ ବୋହୂ'ଙ୍କ ବିଷୟରେ କିଛି କହିବାକୁ ଚାହୁଁଛୁ। ଯିଏ ଦେଶରେ ହିଁ ନୁହେଁ ବିଦେଶରେ ବି ପ୍ରସିଦ୍ଧ। ଭାରତରେ ନୁହେଁ ଐଶ୍ୱର୍ଯ୍ୟାଙ୍କର ଦୁବାଇରେ ମଧ୍ୟ କୋଟି କୋଟି ମୂଲ୍ୟର ସମ୍ପତ୍ତି ଅଛି। ଐଶ୍ୱର୍ଯ୍ୟାଙ୍କର ଦୁବାଇର ଏକ ବିଳାସପୂର୍ଣ୍ଣ ଘରର ମାଲିକ ଅଟନ୍ତି ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି ଯେ ଦୁବାଇରେ ଐଶ୍ୱର୍ଯ୍ୟାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି । ଖବର ଅନୁଯାୟୀ, କୁହାଯାଉଛି ଯେ ଅଭିନେତ୍ରୀ ୧୫ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି କି ଐଶ୍ଵର୍ଯ୍ୟାଙ୍କର ଦୁବାଇର ଜୁମେରାହ ଗୋଲ୍ଫ ଇଷ୍ଟେଟ୍‌ରେ ଘରଟି ରହିଛି। ତେବେ ଏହା  କେବଳ ରିପୋର୍ଟ ଆଧାରରେ ଏହା କୁହାଯାଉଛି। ଏଥିରେ ଅଭିନେତ୍ରୀ କିମ୍ବା ବଚ୍ଚନ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।View this post on InstagramA post shared by AishwaryaRaiBachchan (@aishwaryaraibachchan_arb)କହିବାକୁ ଗଲେ ଐଶ୍ୱର୍ଯ୍ୟା ରାୟ କେବଳ ବି-ଟାଉନ୍ ନୁହେଁ ଦେଶରେ ମଧ୍ୟ ମହଙ୍ଗା ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ। ଐଶ୍ୱର୍ଯ୍ୟା ବହୁତ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । କେବଳ ଏତିକି ନୁହେ

ବିଦେଶରେ ଅଛି ଐଶ୍ଵର୍ଯ୍ୟାଙ୍କର କୋଟି ଟଙ୍କାର ସମ୍ପତ୍ତି, ଦୁବାଇରେ ଆଲିଶାନ ଘରର ମାଲିକାଣୀ ବଚ୍ଚନ ବୋହୂ !

ମୁମ୍ଵାଇ ୦୪।୦୪: ବଲିଉଡର ସୁନ୍ଦରୀ ତଥା ନୀଳ ନୟନା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ତାଙ୍କ ସୁନ୍ଦରତା ପାଇଁ ସଭିଏଁ ଦିୱାନା। ଅଭିନେତ୍ରୀଙ୍କ ରହିଛି ଅପାର ଧନ। ଏହା ବିଷୟରେ ସମସ୍ତେ ଅବଗତ ଅଛନ୍ତି । ବର୍ତ୍ତମାନ ଆମେ 'ବଚ୍ଚନ ବୋହୂ'ଙ୍କ ବିଷୟରେ କିଛି କହିବାକୁ ଚାହୁଁଛୁ। ଯିଏ ଦେଶରେ ହିଁ ନୁହେଁ ବିଦେଶରେ ବି ପ୍ରସିଦ୍ଧ। ଭାରତରେ ନୁହେଁ ଐଶ୍ୱର୍ଯ୍ୟାଙ୍କର ଦୁବାଇରେ ମଧ୍ୟ କୋଟି କୋଟି ମୂଲ୍ୟର ସମ୍ପତ୍ତି ଅଛି। 

ଐଶ୍ୱର୍ଯ୍ୟାଙ୍କର ଦୁବାଇର ଏକ ବିଳାସପୂର୍ଣ୍ଣ ଘରର ମାଲିକ ଅଟନ୍ତି 

ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି ଯେ ଦୁବାଇରେ ଐଶ୍ୱର୍ଯ୍ୟାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି । ଖବର ଅନୁଯାୟୀ, କୁହାଯାଉଛି ଯେ ଅଭିନେତ୍ରୀ ୧୫ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି କି ଐଶ୍ଵର୍ଯ୍ୟାଙ୍କର ଦୁବାଇର ଜୁମେରାହ ଗୋଲ୍ଫ ଇଷ୍ଟେଟ୍‌ରେ ଘରଟି ରହିଛି। ତେବେ ଏହା  କେବଳ ରିପୋର୍ଟ ଆଧାରରେ ଏହା କୁହାଯାଉଛି। ଏଥିରେ ଅଭିନେତ୍ରୀ କିମ୍ବା ବଚ୍ଚନ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।



କହିବାକୁ ଗଲେ ଐଶ୍ୱର୍ଯ୍ୟା ରାୟ କେବଳ ବି-ଟାଉନ୍ ନୁହେଁ ଦେଶରେ ମଧ୍ୟ ମହଙ୍ଗା ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ। ଐଶ୍ୱର୍ଯ୍ୟା ବହୁତ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । କେବଳ ଏତିକି ନୁହେଁ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭୭୬ କୋଟି ଟଙ୍କା ଅଟେ। ଏହା ସହିତ, ଯଦି ଆମେ ଅଭିନେତ୍ରୀଙ୍କ ଫି ବିଷୟରେ କଥା ହେବା, ତେବେ ସେ ଗୋଟିଏ ଫିଲ୍ମ ପାଇଁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି। ଏହି ଅଭିନେତ୍ରୀଙ୍କ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସକ ଅଛନ୍ତି।