ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ
ଭୁବନେଶ୍ୱର,୧୭।୫: ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରବିବାର ଲଣ୍ଡନରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ରଥଯାତ୍ରା ସମ୍ପର୍କରେ କୌଣସି ମୌଳିକ ଧାରଣା ନ ଥିବା ଦେଖାଯାଇଛି। ଅନ୍ୟପକ୍ଷେ ଠିକ୍ ରଥରେ ନିର୍ଦ୍ଦିଷ୍ଟ ବିଗ୍ରହ ସ୍ଥାନିତ ହୋଇନାହାନ୍ତି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। […] The post ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ appeared first on Dharitri Odia News.
ଭୁବନେଶ୍ୱର,୧୭।୫: ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରବିବାର ଲଣ୍ଡନରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ରଥଯାତ୍ରା ସମ୍ପର୍କରେ କୌଣସି ମୌଳିକ ଧାରଣା ନ ଥିବା ଦେଖାଯାଇଛି।
ଅନ୍ୟପକ୍ଷେ ଠିକ୍ ରଥରେ ନିର୍ଦ୍ଦିଷ୍ଟ ବିଗ୍ରହ ସ୍ଥାନିତ ହୋଇନାହାନ୍ତି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୋଟି ଓଡ଼ିଆଙ୍କ ମୋଉଡମଣିଙ୍କ ଅଦିନିଆ ରଥଯାତ୍ରା ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି।
The post ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ appeared first on Dharitri Odia News.